baragarh

ବରଗଡ଼ରେ ଲଜ୍ଜା: ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ

ବରଗଡ଼ରେ ଲଜ୍ଜା: ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ

Bartanews

ବରଗଡ଼: ବରଗଡ଼ରେ ଲଜ୍ଜା। ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗିମାଲରେ ଘଟିଛି ଏହିଭଳି ଲୋମହର୍ଷଣକାରୀ ଘଟଣା । ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ରକରି ଅପହରଣ ପରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି ନାବାଳିକାର ବାପା । ଏହାପରେ ତଦନ୍ତ ପାଇଁ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ବରଗଡ଼ ପୁଲିସର ୫ ଜାଣିଆ ଟିମ୍ ପହଞ୍ଚିଛନ୍ତି। ପଦମପୁର ଏସଡିପିଓ ବିଭୂତି ଭୋଇଙ୍କ ନେତୃତ୍ବରେ ଗାଇସିଲେଟ ଥାନାଧିକାରୀ ବୀରବର […]

ବରଗଡ଼ରେ ଚାଞ୍ଚଲ୍ୟ: ଘର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

ବରଗଡ଼ରେ ଚାଞ୍ଚଲ୍ୟ: ଘର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

Bartanews

ବରଗଡ: ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଆଖିଫୁଟା ଗାଁରେ ବନ୍ଦ ଘର ଭିତରୁ ୩ ଜଣଙ୍କ ମୃତଦେହ ଠାବ ହୋଇଛି। ଘରେ ସ୍ବାମୀ ଓ ୨ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି। ୩ ଜଣଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଥିବା ସୂଚନା । ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟା ସନ୍ଦେହ କରାଯାଉଛି। ତେବେ କିଏ ଓ କାହିଁକି ହତ୍ୟାକାଣ୍ଡ ଘଟାଇଲା ତାହା ଜଣାପଡି ନାହିଁ। ଖବର ପାଇ ଘଟଣା ସ୍ଥଳରେ ଭେଡେନ ପୁଲିସ ପହଞ୍ଚି […]

ବରଗଡ଼ରେ ନକଲି ଔଷଧ କାରବାରର ପର୍ଦ୍ଦାଫାସ; ଉତ୍ତରପ୍ରଦେଶରୁ ୫ ବ୍ୟବସାୟୀଙ୍କୁ ଗିରଫ କଲା ବରଗଡ଼ ପୁଲିସ

ବରଗଡ଼ରେ ନକଲି ଔଷଧ କାରବାରର ପର୍ଦ୍ଦାଫାସ; ଉତ୍ତରପ୍ରଦେଶରୁ ୫ ବ୍ୟବସାୟୀଙ୍କୁ ଗିରଫ କଲା ବରଗଡ଼ ପୁଲିସ

Bartanews

ବରଗଡ଼: ବରଗଡରେ ନକଲି ଔଷଧ ବିକ୍ରି କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିବା ପରେ ପୁଲିସ ବିଭାଗର ଅଧିକ ତଦନ୍ତ ପରେ ନକଲି ଔଷଧ ସବୁ ଉତ୍ତରପ୍ରଦେଶ ରାଜ୍ୟରୁ ଆସୁଥିବା ଜାଣିବାକୁ ପାଇଥିଲା । ପରେ ବରଗଡ ଏସପିଙ୍କ ନିର୍ଦ୍ଦଶ କ୍ରମେ ଏକ ଟିମ ଉତ୍ତରପ୍ରଦେଶ ରାଜ୍ୟକୁ ଯାଇ ସେଠାକାର STF ର ସହାୟତାରେ ୫ ଜଣ ଅପରାଧୀକୁ ଗିରଫ କରିଛି। ସମସ୍ତ ୫ ଜଣ ଅପରାଧୀ ଦେଶର ବିଭିନ୍ନ ରାଜ୍ୟକୁ ନକଲି ଔଷଧ ସପ୍ଲାଇ କରୁଥିଲେ। […]