Udala

୪ ଆନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କଲା ଉଦଳା ପୁଲିସ

୪ ଆନ୍ତଃଜିଲ୍ଲା ଡକାୟତଙ୍କୁ ଗିରଫ କଲା ଉଦଳା ପୁଲିସ

Bartanews

ଉଦଳା: ଉଦଳା ପୁଲିସ ଉପଖଣ୍ଡରେ ଦିନକୁ ଦିନ ରାହାଜନୀ, ଛିନତା , ଲୁଟପାଟ୍‌ ଡକାୟତି ବଢିବଢି ଚାଲିଥିବା ବେଳେ ଗତ ରାତିରେ ଉଦଳା ପୋଲିସକୁ ଏକ ବଡ ସଫଳତା ମିଳିଛି । ଉଦଳା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ୪ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଉଦଳା ପୁଲିସ । ଉଦଳା- ଜୟପୁର ରାସ୍ତାର ଶ୍ମଶାନ କାଳି ମନ୍ଦିର ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ […]