gang rape

ବରଗଡ଼ରେ ଲଜ୍ଜା: ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ

ବରଗଡ଼ରେ ଲଜ୍ଜା: ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ

Bartanews

ବରଗଡ଼: ବରଗଡ଼ରେ ଲଜ୍ଜା। ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗିମାଲରେ ଘଟିଛି ଏହିଭଳି ଲୋମହର୍ଷଣକାରୀ ଘଟଣା । ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ରକରି ଅପହରଣ ପରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି ନାବାଳିକାର ବାପା । ଏହାପରେ ତଦନ୍ତ ପାଇଁ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ବରଗଡ଼ ପୁଲିସର ୫ ଜାଣିଆ ଟିମ୍ ପହଞ୍ଚିଛନ୍ତି। ପଦମପୁର ଏସଡିପିଓ ବିଭୂତି ଭୋଇଙ୍କ ନେତୃତ୍ବରେ ଗାଇସିଲେଟ ଥାନାଧିକାରୀ ବୀରବର […]