Cyber Loot
ଏଣିକି ସାଇବର ଠକଙ୍କୁ ପାନେ ଦେବେ ସ୍କୁଲ ଛାତ୍ରଛାତ୍ରୀ
ଭୁବନେଶ୍ବର: ଏଣିକି ସାଇବର ଠକଙ୍କୁ ପାନେ ଦେବେ ସ୍କୁଲ ଛାତ୍ରଛାତ୍ରୀ । ଟ୍ଵିନସିଟିର ସ୍କୁଲରେ ସାଇବର ସିକ୍ୟୁରିଟି କ୍ଲବ ଖୋଲାଯିବ। କମିଶନରେଟ ପୁଲିସ ଲିଙ୍କରେ ଏହି ହ୍ବାଟସଆପ ଗ୍ରୁପ ରହିବ। ଟ୍ରାଫିକ, ନିଶା କାରବାର, ଆତ୍ମହତ୍ୟା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ। ରାଜଧାନୀର ବିଭିନ୍ନ ସ୍କୁଲରେ ଏ ନେଇ ଆଜି ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ଯକ୍ରମରେ ସିପିଙ୍କ ସହ ଡିସିପି ଓ ବରିଷ୍ଠ […]
ସାଇବର ପୁଲିସକୁ ବଡ଼ ସଫଳତା: ନଭେମ୍ବର ମାସରେ ଅଦୃଶ୍ୟ ଠକଙ୍କ କବଜାରୁ ଫେରିଲାଣି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା
ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ନଭେମ୍ବର ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୬୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ କେବଳ ଭୁବନେଶ୍ୱର ସହର ମଧ୍ୟରୁ କଲ ମାଧ୍ୟମରେ ୩୪୦ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୨୫ଟି ଅଭିଯୋଗ କଲ ଗ୍ରହଣ କରାଯାଇଥିଲା । କେବଳ ଭୁବନେଶ୍ୱରରୁ ୧୩୧ଟି UPI ଠକେଇ ଜନିତ ଅଭିଯୋଗ, ୭୮ଟି Credit/Debit Card ଠକେଇ ଜନିତ ଅଭିଯୋଗ […]
ଚାଇନା ସିମ୍ରେ ଲୁଟୁଛନ୍ତି ସାଇବର ଠକ: ରାଜଧାନୀରେ ବଢ଼ୁଛି ବେଆଇନ୍ ସିମ୍ ବକ୍ସ ବ୍ୟବହାର
ଭୁବନେଶ୍ୱର: ରାଜଧାନୀରେ ବେଆଇନ୍ ଭାବେ ବ୍ୟବହାର ହେଉଛି ସିମ୍ ବକ୍ସ। ଏହି ସିମ୍ ବକ୍ସ ବ୍ୟବହାର କରି ଏକାଧିକ ପ୍ରି-ଆକ୍ଟିଭ୍ ସିମ୍ ପକାଇ ଲୁଟୁଛନ୍ତି ସାଇବର ଠକ। ଏଥିସହ ସହରରେ ଥିବା ଏକାଧିକ କଲ୍ ସେଣ୍ଟରରେ ମଧ୍ୟ ଏହାକୁ ବେଆଇନ୍ ଭାବେ ବ୍ୟବହାର କରାଯାଉଛି। ଏହି ସିମ୍ ବକ୍ସ ଚାଇନାରୁ ସିଧା ଗଳାବାଟ ଦେଇ ଓଡ଼ିଶା ଆସୁଛି। ନିକଟରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଜଙ୍ଗଲରୁ ୬ଜଣ ଗିରଫ ହେବା ପରେ ଏହି ସିମ୍ ବକ୍ସ ସମ୍ପର୍କରେ ଜଣାପଡ଼ିଥିଲା। […]
‘ଗୋଲ୍ଡେନ୍ ଆୱାର’ରେ ଫୋନ୍ କରି ଜଣାଇଲେ ରୋକିହେବ ସାଇବର ଠକେଇ
ଭୁବନେଶ୍ୱର: ସାଇବର ଠକେଇ ଦିନକୁ ଦିନ ବଢ଼ି ଚାଲିଥିବାରୁ ପୁଲିସ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ରୋକିବା ପାଇଁ ୧୯୩୦ ସାଇବର କ୍ରାଇମ୍ ହେଲ୍ପ ଲାଇନ୍ ନମ୍ବର ଗତ ୪ତାରିଖରୁ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ଅଫିସର ସମୟରେ ଏହି ହେଲ୍ପଲାଇନ୍ ନମ୍ବର ଚାଲୁଥିଲା। ଯେଉଁଥି ପାଇଁ ଜଣେ ଲୋକ ସନ୍ଧ୍ୟାରେ ଠକାମିର ଶିକାର ହେଲେ ସାଇବର ହେଲ୍ପଲାଇନ୍ ନମ୍ବରକୁ କଲ୍ କରିପାରୁନଥିଲା। ଯେଉଁଥି ପାଇଁ ଠକେଇ ଟଙ୍କା ଗୋଟିଏ ଆକାଉଣ୍ଟରୁ ଏକାଧିକ ଆକାଉଣ୍ଟକୁ […]