CommissioneratePolice
ଅପରାଧୀଙ୍କୁ ଧରିବା ଓ ଅପରାଧ ନିୟନ୍ତ୍ରଣ ପାଇଁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’
ଭୁବନେଶ୍ୱର: ଏଣିକି ରାଜଧାନୀରେ ଅପରାଧ ଘଟାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଅପରାଧୀ । କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’ । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ୱର । ଅପରାଧୀଙ୍କୁ ଧରିବା ଓ କ୍ରାଇମ୍ କଣ୍ଟ୍ରୋଲ କରିବା ପାଇଁ କମିଶନରେଟ ପୋଲିସର ନୂଆ ରଣନୀତି । ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ୍, ବଡ଼ ଦୋକାନମାନେ ଯୋଡ଼ି ହେବେ । କମିଶନରେଟ ପୋଲିସ ସହ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି […]
ମାଷ୍ଟର୍ମାଇଣ୍ଡଙ୍କ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ନାବାଳକ, ଗଢ଼ୁଛନ୍ତି ଅପରାଧ ଗ୍ୟାଙ୍ଗ୍
ଭୁବନେଶ୍ୱର: ରାଜଧାନୀରେ ଅପରେଟ୍ ହେଉଛି ନାବାଳକ ଲୁଟେରା ଗ୍ୟାଙ୍ଗ। ସେମାନେ ଝରକା, ଗ୍ରୀଲ୍ ଏବଂ ସ୍କାଏ ଲାଇଟ୍ ତାଡ଼ି ଘର ଭିତରେ ପଶି ଚୋରି କରୁଛନ୍ତି। ଏହି ଗ୍ୟାଙ୍ଗ ପଛର ମାଷ୍ଟର୍ମାଇଣ୍ଡ ସାଜିଛନ୍ତି ବରିଷ୍ଠ ଅପରାଧୀ। ବୟସ୍କଙ୍କ ପାଇଁ ଆଇନ୍ କଡ଼ା କାର୍ଯ୍ୟାନୁଷ୍ଠାର ବ୍ୟବସ୍ଥା ଥିବାରୁ ସେମାନେ ନାବାଳକ ମାଧ୍ୟମରେ ଅପରାଧ ଘଟାଉଛନ୍ତି। କିଭଳି ଘରେ ପଶି ଚୋରି କରିବା, କିଭଳି ଲୁଟ୍ କରିବା ସବୁ ବିଦ୍ୟା ତାଙ୍କୁ ଶିଖାଉଛନ୍ତି ଏହି ମାଷ୍ଟର୍ମାଇଣ୍ଡ। ସେ ଅପରାଧସ୍ଥଳକୁ ନ […]