baripada

ବାରିପଦା ବିଦେଶୀ ମଦ ଦୋକାନ ଚୋରି ଘଟଣା: ମୁଖ୍ଯ ଅଭିଯୁକ୍ତ ଗିରଫ, ମୁମ୍ବାଇ ତାଜ ହୋଟେଲରୁ ଚୋରି କରିଥିଲା ୯ଲକ୍ଷ ଟଙ୍କା

ବାରିପଦା ବିଦେଶୀ ମଦ ଦୋକାନ ଚୋରି ଘଟଣା: ମୁଖ୍ଯ ଅଭିଯୁକ୍ତ ଗିରଫ, ମୁମ୍ବାଇ ତାଜ ହୋଟେଲରୁ ଚୋରି କରିଥିଲା ୯ଲକ୍ଷ ଟଙ୍କା

Bartanews

ବାରିପଦା: ସ୍ଥାନୀୟ ବାରିପଦା ସହରର କୃଷ୍ଣଚନ୍ଦ୍ରଗୋଲେଇ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ଟାଉନ ପୁଲିସ ସୋମବାର ଗିରଫ କରିଥିବା ଅଭିଯୁକ୍ତ ଜଣେ ଆନ୍ତଃରାଜ୍ୟ ଅପରାଧି ବୋଲି ଜଣାପଡ଼ିଛି । ଅପରାଧି ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଲିଙ୍ଗରାଜ ଥାନା ଅଞ୍ଚଳର ପୁରୁଣା ଟାୁନ ହାଟସାହିର ହେମନ୍ତ ଦାସ(୫୮) । ବର୍ତ୍ତମାନ ସେ ଭୁବନେଶ୍ୱର ବଡ଼ଗଡ଼ ଥାନା ଗ୍ୟାରେଜ ଛକ ନିକଟରେ ରହୁଛନି । ସୋମବାର ଗିରଫ ସମୟରେ ନିଜର ପରିଚୟ ଭଦ୍ରକ […]