ଖେଳ

ଆର୍ଚରଙ୍କୁ ଆଇପିଏଲ୍‌ ମନା

ଆର୍ଚରଙ୍କୁ ଆଇପିଏଲ୍‌ ମନା

Bartanews

ଲଣ୍ଡନ: ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଗାମୀ ଆଇପିଏଲ୍‌ରେ ଖେଳି ନପାରନ୍ତି। ଆସନ୍ତା ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜିତ ହେଉଛି। ଏହାକୁ ନଜରରେ ରଖି ଆଇପିଏଲ୍‌ ନ ଖେଳିବାକୁ ଆର୍ଚରଙ୍କୁ ପରାମର୍ଶ ଦେଇଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି)। ସଂପ୍ରତି ଆହତ ଥିବାରୁ ବିଶ୍ବକପ୍‌ ପୂର୍ବରୁ ଅଧିକ ଚାପ ନନେବା ଲାଗି ଇସିବି ଏଭଳି ପରାମର୍ଶ ଦେଇଛି। ୨୦୨୨ ଆଇପିଏଲ୍‌ ପୂର୍ବ ନିଲାମରେ ଆର୍ଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୮ କୋଟି ଟଙ୍କାରେ କିଣିଥିଲା। […]

ଅନ୍ତଃଜୋନ୍ ମହିଳା କ୍ରିକେଟ୍‌: ଟ୍ରଫି ଜିତିଲେ ମାଧୁରୀ-ସୁଶ୍ରୀ

ଅନ୍ତଃଜୋନ୍ ମହିଳା କ୍ରିକେଟ୍‌: ଟ୍ରଫି ଜିତିଲେ ମାଧୁରୀ-ସୁଶ୍ରୀ

Bartanews

ଭୁବନେଶ୍ବର: ଉତ୍ତରପ୍ରଦେଶର ଲକ୍ଷ୍ନୌ‌ରେ ଅନୁଷ୍ଠିତ ବିସିସିଆଇ ବରିଷ୍ଠ ଅନ୍ତଃଜୋନ୍‌ ଟ୍ବେଣ୍ଟି-୨୦ ଟ୍ରଫିରେ ପୂର୍ବାଞ୍ଚଳ ବିଜେତା ହୋଇଛି। ପୂର୍ବାଞ୍ଚଳ ଦଳରେ ସାମିଲ ଥିବାରୁ ରାଜ୍ୟର ଦୁଇ ଆଗଧାଡ଼ିର ଖେଳାଳି ମାଧୁରୀ ମେ‌ହେଟ୍ଟା ଓ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ମଧ୍ୟ ଏହି ସମ୍ମାନଜନକ ଟ୍ରଫି ତୋଳି ଧରିବାର‌ ଗୌରବ ପାଇଛନ୍ତି। ପ୍ରତ‌ିଯୋଗିତାରେ ପୂର୍ବାଞ୍ଚଳ ଅପରାଜେୟ ରେକର୍ଡ ସହ ମୁକୁଟ ବିଜେତା ହୋଇଛି। ଲିଗ୍ ପର୍ଯ୍ୟାୟରେ ଦଳ ୫ରୁ ୪ ଜିତିଥିବା ବେଳେ ଅନ୍ୟଟି ବାତିଲ ହୋଇଥିଲା। ସୋମବାର ପଶ୍ଚିମାଞ୍ଚଳ ବିପକ୍ଷ […]

ଭାରତ ବିପକ୍ଷ ଶୃଙ୍ଖଳାରେ ବଭୂମାଙ୍କୁ ବିଶ୍ରାମ: ଟେଷ୍ଟ୍ ଶୃଙ୍ଖଳା ଖେଳିବେ

ଭାରତ ବିପକ୍ଷ ଶୃଙ୍ଖଳାରେ ବଭୂମାଙ୍କୁ ବିଶ୍ରାମ: ଟେଷ୍ଟ୍ ଶୃଙ୍ଖଳା ଖେଳିବେ

Bartanews

ଜୋହାନ୍ସବର୍ଗ: ଭାରତ ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ଦକ୍ଷିଣ ଆଫ୍ରିକା ସୋମବାର ଏହାର ସମସ୍ତ ୩ ଫର୍ମାଟ ଦଳ ଘୋଷଣା କରିଛି। ବିଶ୍ବକପ୍ ବିପର୍ଯ୍ୟୟ ପରେ ଅଧିନାୟକ ତେମ୍ବା ବଭୂମାଙ୍କୁ ଉଭୟ ସୀମିତ ଓଭର ଦଳରୁ ବିଶ୍ରାମ ଦିଆଯାଇଛି। ଡିସେମ୍ବର ୨୬ ତାରିଖରୁ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ବେଳକୁ କିନ୍ତୁ ସେ ଦଳକୁ ଫେରିବେ। ଗତ ଦିନିକିଆ ବିଶ୍ବକପ୍‌ର ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ୩ ୱିକେଟ୍‌ରେ ହାରି ଦକ୍ଷିଣ ଆଫ୍ରିକା ବିଦାୟ ନେଇଥିଲା। ବ୍ୟକ୍ତିଗତ […]

ସିଲି ପଏଣ୍ଟ୍‌: ଲଣ୍ଡନ୍‌ରେ ଛୁଟି କାଟୁଛନ୍ତି ବୀରୁଷ୍କା

ସିଲି ପଏଣ୍ଟ୍‌: ଲଣ୍ଡନ୍‌ରେ ଛୁଟି କାଟୁଛନ୍ତି ବୀରୁଷ୍କା

Bartanews

ବିଶ୍ବକପ୍‌ ପରେ ତୁରନ୍ତ ଲଣ୍ଡନ୍ ପଳାଇଛନ୍ତି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିରାଟ କୋହଲି। ପତ୍ନୀ ଅନୁଷ୍କା ଶର୍ମା ଓ କନ୍ୟା ବାମିକାଙ୍କ ସହ ଏବେ ଲଣ୍ଡନ୍‌ରେ ଛୁଟି କାଟୁଛନ୍ତି ସେ। ବମ୍ବେ ବଷ୍ଟଲ୍‌ ରେସ୍ତୋରାଁର ମୁଖ୍ୟ ସେଫ୍‌ ସୁରେନ୍ଦର ମୋହନଙ୍କ ସହ ଏକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୁରୁ ବୁଲୁଛି। ଇନଷ୍ଟାଗ୍ରାମରେ ବୀରୁଷ୍କାଙ୍କ ସହ ମିଳିତ ଫଟୋ ଛାଡ଼ି ମୋହନ ଲେଖିଛନ୍ତି ‘ମୋର ଦୁଇ ପ୍ରିୟଙ୍କୁ ସ୍ବାଗତ କରିବା ଆନନ୍ଦିତ କରିଛି, ରାତ୍ରିଭୋଜନ ପାଇଁ ଆସିଥିବାରୁ […]

ନୀତା ଅମ୍ବାନୀଙ୍କୁ ସ୍ପୋର୍ଟ୍ସ ଲିଡର-ଅଫ୍‌-ଦି-ଇୟର ପୁରସ୍କାର

ନୀତା ଅମ୍ବାନୀଙ୍କୁ ସ୍ପୋର୍ଟ୍ସ ଲିଡର-ଅଫ୍‌-ଦି-ଇୟର ପୁରସ୍କାର

Bartanews

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଭାରତରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର (ମହିଳା) ପୁରସ୍କାର ମିଳିଛି। ସୋମବାର ନୂଆଦିଲ୍ଲୀରେ ଅନୁଷ୍ଠିତ ସିଆଇଆଇ ସ୍କୋରକାର୍ଡ଼ ୨୦୨୩ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ଏଥିସହିତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ରିଲାଏନ୍ସ ଫାଉଣ୍ଡେସନକୁ ମଧ୍ୟ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା […]

କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଓଡ଼ିଶାକୁ ନୂଆ ପରିଚୟ ଦେଇଛି

Bartanews

ଭୁବନେଶ୍ବର: ‘କନକ ନ୍ୟୁଜ’ ପକ୍ଷରୁ ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭ୍‌ରେ  ‘ଓଡ଼ିଶା: ଖେଳ ଦେଇଛି ନୂଆ ପରିଚୟ’ ଶୀର୍ଷକ ଆଲୋଚନାରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ କହିଲେ, ‘ଆମ ସମୟର ହକି ଆଉ ନାହିଁ। ୧୯୯୬ରେ ଭୁବନେଶ୍ବରରେ କ୍ରୀଡ଼ା ଭିତ୍ତିଭୂମି ଆଦୌ ଭଲ ନ ଥିଲା। ଗାଁରେ ଖେଳ ପଡ଼ିଆ ସାତସପନ ଥିଲା। ଅଭ୍ୟାସ ପାଇଁ କଲିକତା ଯିବାକୁ ପଡ଼ୁଥିଲା। ଏବେ ବହୁତ କିଛି ପରିବର୍ତ୍ତନ ଆସିଛି। ବିଶ୍ୱର ସବୁଠୁ ବଡ଼ ଷ୍ଟାଡିୟମ ଓଡ଼ିଶାରେ ରହିଛି। […]

କିଟ୍‍କୁ ସିଆଇଆଇ ସ୍ପୋର୍ଟସ ବିଜନେସ୍‍ ପୁରସ୍କାର

କିଟ୍‍କୁ ସିଆଇଆଇ ସ୍ପୋର୍ଟସ ବିଜନେସ୍‍ ପୁରସ୍କାର

Bartanews

ଭୁବନେଶ୍ୱର: କିଟ୍‍କୁ ସମ୍ମାନଜନକ ପ୍ରଥମ ସିଆଇଆଇ ସ୍ପୋର୍ଟସ ବିଜନେସ୍‍ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଙ୍ଘ (ସିଆଇଆଇ) ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋମବାର କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସିଆଇଆଇ କ୍ରୀଡ଼ା ଜାତୀୟ କମିଟିର ଅଧ୍ୟକ୍ଷ ଚାଣକ୍ୟ ଚୌଧୁରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଦେଶରେ ସର୍ବୋତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି ବିଭାଗରେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଶ୍ରେଷ୍ଠ କ୍ରୀଡ଼ା ଫ୍ରାଞ୍ଚାଇଜ ଭାବେ ରୟାଲ୍‌ ଚ୍ୟାଲେଞ୍ଜର୍ସ […]

ଷ୍ଟ୍ରେଚର ନଥିବାରୁ ଆହତ ହେବା ପରେ ପାକ୍ କ୍ରିକେଟରଙ୍କୁ ପିଠିରେ ଉଠାଇ‌ ନେଲେ ସାଥି ଖେଳାଳି

ଷ୍ଟ୍ରେଚର ନଥିବାରୁ ଆହତ ହେବା ପରେ ପାକ୍ କ୍ରିକେଟରଙ୍କୁ ପିଠିରେ ଉଠାଇ‌ ନେଲେ ସାଥି ଖେଳାଳି

Bartanews

ଇସଲାମାବାଦ: ପୁଣି ଟ୍ରୋଲ ହେଲା ପାକିସ୍ତାନ। ପାକ୍ କ୍ରିକେଟରଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଦେଶର ଆର୍ଥିକ ଅବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଷ୍ଟ୍ରେଚର ପରିବର୍ତ୍ତେ ଖେଳାଳିଙ୍କୁ ପିଠିରେ ଉଠାଇ ନିଆଯାଉଥିବାର ଭିଡିଓ ଭାଇରାଲ‌ ହେବା ପରେ ଟ୍ରୋଲ ହୋଇଛି ପାକିସ୍ତାନ। ବିଶ୍ବକପ ପରେ ଜାତୀୟ ଟି-୨୦ କପରେ ପାକିସ୍ତାନର ଅନେକ ଅନ୍ତର୍ଜାତୀୟ କ୍ରିକେଟର ଅଂଶଗ୍ରହଣ କରିଛନ୍ତି। ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ, ଟିମର ଉପ-ଅଧିନାୟକ ଶାଦାବ […]