ଜିଲ୍ଲା

ପିଏଲଜିଏ ସପ୍ତାହରେ ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ମାଓବାଦୀ ସକ୍ରିୟ: କ୍ୟାଡରଙ୍କ ଗୁପ୍ତ ବୈଠକ

ପିଏଲଜିଏ ସପ୍ତାହରେ ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ମାଓବାଦୀ ସକ୍ରିୟ: କ୍ୟାଡରଙ୍କ ଗୁପ୍ତ ବୈଠକ

Bartanews

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଲାଲକରିଡର ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀମାନଙ୍କ କିଛି ଦିନ ନିରବତା ପରେ ଅଭୟାରଣ୍ୟ ମାଓବାଦୀଙ୍କ ଗତିବିଧି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ମାଓବାଦୀମାନେ ନୂଆପଡ଼ା ବ୍ଳକ ସାରାବଙ୍ଗ ଠାରେ ବ୍ୟାନର ଲଗାଇ ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ସେହିପରି  ଏହି ୭ ଦିନ ପାର୍ଯ୍ୟନ୍ତ ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସୁନାବେଡ଼ା ଅଭୟାରଣ୍ୟରେ ଛତିଶଗଡ଼ ଓ ଆନ୍ଦ୍ର କ୍ୟାଡ଼ର ମାଓବାଦୀ ପାଣି ପୁଣି ସକ୍ରୟ ହୋଇଥିବା ଜଣାପଡିଛି। ମାଓବାଦୀମାନେ ସୀମାନ୍ତରେ ଥିବା […]

ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ, ହାଇକୋର୍ଟରୁ ମିଳିଲା ଜାମିନ୍‌

ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ, ହାଇକୋର୍ଟରୁ ମିଳିଲା ଜାମିନ୍‌

Bartanews

କଟକ: ବହୁଚର୍ଚ୍ଚିତ ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗ ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି। ହାଇକୋର୍ଟରୁ  ଅର୍ଚ୍ଚନାଙ୍କୁ ଜାମିନ ମିଳିଛି। ଇଡି ପକ୍ଷରୁ କରାଯାଇଥିବା ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି। ପୂର୍ବରୁ ସେ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଛନ୍ତି। ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିସାରିଥିଲା। ଏବେ ଇଡି ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଅର୍ଚ୍ଚନା ଖୁବଶୀଘ୍ର ଜେଲରୁ ମୁକୁଳିପାରନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ […]

ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା

ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା

Bartanews

ଭୁବନେଶ୍ବର: କଟକର ପ୍ରସିଦ୍ଧ ବାଲିଯାତ୍ରା ଗୋଟିଏ ଦିନ ବଢ଼ିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆସନ୍ତାକାଲି ଅର୍ଥାତ ଡିସେମ୍ବର ୪ ତାରିଖରେ ସରିବ ବୋଲି ଘୋଷଣା ହୋଇଥିଲା। ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ରଘୁବର ଦାସ […]

ବରଗଡ଼ରେ ବ୍ୟବସ୍ଥିତ ପାର୍କିଂ କେବେ ?

ବରଗଡ଼ରେ ବ୍ୟବସ୍ଥିତ ପାର୍କିଂ କେବେ ?

Bartanews

ବରଗଡ଼: ବରଗଡ଼ ସହରରେ ବେଆଇନ ପାର୍କି˚ ଅନ୍ୟତମ ମୁଖ୍ୟ ସମସ୍ୟା। ଅବାଧ ପାର୍କି˚ ଯୋଗୁଁ ଓସାରିଆ ରାସ୍ତା ସ˚କୁଚିତ ହୋଇଯାଉଛି। ଏଥିପାଇଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଦେଖା ଦେଇଛି। ପୂର୍ବରୁ ବେପରୁଆ ପାର୍କି˚ ରୋକିବାକୁ ପୁଲିସ୍‌ ଜୋର୍‌ଦାର୍‌ ଅଭିଯାନ ଚଳାଇଥିଲା। ଅଭ୍ୟାସଗତ ଭାବରେ ଏଣେତେଣେ ରାସ୍ତା ଉପରେ ଗାଡ଼ି ରଖୁଥିବା ଲୋକେ ସାମାନ୍ୟ ସଜାଗ ହୋଇଥିଲେ। କିନ୍ତୁ ଏବେ ଆଗଭଳି ସମସ୍ୟା ମୁଣ୍ଡ ଟେକିଛି। ସହରର ବିଭିନ୍ନ ମୁଖ୍ୟରାସ୍ତାରେ ଧଳାଗାର ଦିଆଯାଇଛି। ଧଳା ଗାର ବାହାରେ […]